ads

Breaking News

ଭାରତୀୟ ଜନତା ପାର୍ଟି ପକ୍ଷରୁ ସମର୍ପଣ ଦିବସ ପାଳିତ


ଜଟଣୀ : ଭାରତୀୟ ଜନତା ପାର୍ଟି ପକ୍ଷରୁ ଯାଆଁଳା ପଞ୍ଚାୟତ ଅନ୍ତର୍ଗତ ହୋଟେଲ ଅତିଥି ପରିସରରେ ଭାରତୀୟ ଜନତା ଦଳର ଆଦର୍ଶ ମହାନ ଚିନ୍ତାନାୟକ ତଥା ଏକାତ୍ମ ମାନବ ଦର୍ଶନର ପ୍ରଣେତା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ପବିତ୍ର ବଳିଦାନ ଦିବସ ଅବସରରେ ସମର୍ପଣ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ରାଜସ୍ବ ଓ ଆପାଦକାଳୀନ ମନ୍ତ୍ରୀ ସୁରେଶଚନ୍ଦ୍ର ପୂଜାରୀ, ଜିଲ୍ଲା ବିଜେପି ସଭାପତି ବିଶ୍ୱରଂଜନ ବଡ଼ଜେନା,  ବିଜେପି ନେତା ସୁଦୀପ୍ତ ରାୟ, ଡ଼ ଉମାକାନ୍ତ ପଟ୍ଟନାୟକ, ସତୀଶ ଶର୍ମା, ରଶ୍ମିମୟୀ ପଟ୍ଟନାୟକ,ଡଃ ରୁଷି ପଟ୍ଟନାୟକଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ଆଗଧାଡିର ନେତା, ନେତ୍ରୀ ଓ କର୍ମୀମାନେ ଉପସ୍ଥିତ ରହି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୨/୨୦୨୬-+-୭,୪୫ Sakhigopal News,12/2/2026

ads

Blog Archive

Popular Posts