ads

Breaking News

ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର କୃତ୍ତିତ୍ବ


ବାଲିଗୁଡା ----ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ଛାତ୍ରୀ ସୁଶ୍ରୀ ସୁଲଗ୍ନା ପଣ୍ଡା ଓ ଶ୍ରୀମାନ ଶ୍ରୀବର୍ଦ୍ଧନ ମଲ୍ଲିକ ଯଥା କ୍ରମେ ପଞ୍ଚମ ଶ୍ରେଣୀ ଓ ତୃତୀୟ ଶ୍ରେଣୀରେ ଚଳିତ ବର୍ଷ ୨୦୨୫--୨୬ ଶିକ୍ଷାବର୍ଷର ବୃତ୍ତି ପରୀକ୍ଷାରେ ଦ୍ଵିତୀୟ ଓ ଷଷ୍ଠ ସ୍ଥାନରେ କୃତ୍ତିତ୍ୱ ଅର୍ଜନ କରିଛନ୍ତି l ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରେରଣା ଓ ଅଭିଭାବକଙ୍କ ଆଶ୍ରିବାଦ ହିଁ ଶ୍ରେୟ ଅଟେ l ଏହି ଦୁହିଁଙ୍କର ଭବିଷ୍ୟତ ଉଜ୍ବଳ କାମନା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ମାଁ ପାଟ୍ଟଖଣ୍ଡାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨୦/୨/୨୦୨୬---୯,୨୫ Sakhigopal News,20/2/2026

ads

Blog Archive

Popular Posts