ads

Breaking News

୨୦୦୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ


ସାକ୍ଷୀଗୋପାଳ --+ସାକ୍ଷୀଗୋପାଳ ସ୍ଥିତ ବିଶ୍ୱନାଥ ପୁର ପଞ୍ଚାୟତର ଗୋପୀନାଥ ଦେବ ବିଦ୍ୟାପୀଠର ୨୦୦୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି ।  ସ୍ଥାନୀୟ ବଳପୁର ସାଗରସାନ ମେଲଣ ପଡିଆ ସ୍ଥିତ ଭାର୍ଗବୀ ନଦୀ ପଠାରେ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ସାଙ୍ଗସାଥୀ ଯୋଗଦେଇ ନିଜର ପୁରୁଣା ସ୍ମୃତିକୁ ମନେ ପକାଇଥିଲେ। ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରଦୂଷଣ ଉପରେ ଏକ ପୁଙ୍ଖନୁପୁଙ୍ଖ ଆଲୋଚାଚକ୍ର ଅନୁଷ୍ଠିତ ହୋଇଥିଲା। ଏହାର ମୁଖ୍ୟ ଭୂମକାରେ କାନାରା ବ୍ୟାଙ୍କର ସିନିଅର ମ୍ୟାନେଜର  ସୁମନ୍ ସୌରଭ ମହାପାତ୍ର, ଜୟପୁର ପଞ୍ଚାୟତ ସରପଞ୍ଚ ଆରାଧନା ସାମନ୍ତରାୟ, ଶ୍ରୀରାଚନ୍ଦ୍ରପୁର ପୁର ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା ଯୋଗଦେଇ ନିଜର ପୁରୁଣା ସ୍ମୃତିକୁ ମନେ ପକାଇଥିଲେ। ଶିକ୍ଷୟତ୍ରୀ ରଞ୍ଜିତା ବାରିକ, ପୂଜାଚନା ବେହେରା , ଚିନ୍ମୟ ମିଶ୍ର, ରଶ୍ମିତା ଷଡ଼ଙ୍ଗୀ, ଇତିଶ୍ରୀ ମିଶ୍ର, ଅନୂଜା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।   ଏହାର ଜିବନଜ୍ୟୋତି ମିଶ୍ର, ରମାକାନ୍ତ ଷଡଙ୍ଗୀ, ପ୍ରଶାନ୍ତ, ବିଷ୍ଣୁ, ଗୋପାଳ, କାହ୍ନୁ, ବଳିଆ,ହରି, ମମତା, ରୋଜାଲିନ, କାଳିଆ, ନାରଣ, ସୁବାଶ ପ୍ରମୁଖ ଯୋଗଦେଇଥିଲେ।
ବିଶେଷକରି ସାଙ୍ଗ ଇଂ ଦେବାଶିଷ ମିଶ୍ରଙ୍କ ସହଯୋଗରେ ସମସ୍ତ ଆୟୋଜନ ସହ ସୁସ୍ୱାଦ ଭୋଜନର ବ୍ୟବସ୍ଥା କରାଯାଇଥିଲା ଏବଂ ସମସ୍ତ କାର୍ଯ୍ୟ ଶୃଙ୍ଖଲିତ ଭାବେ ସମ୍ପନ୍ନ ହୋଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୧/୨୦୨୬---୫,୨୦ Sakhigopal News,2/1/2026

ads

Blog Archive

Popular Posts