ads

Breaking News

ନୟାଗଡ଼ ଉପକାରାଗାର ରେ ବିଚାରାଧୀନ କଏଦୀ ଙ୍କ ଆତ୍ମହତ୍ୟା



ଶରଣକୁଳ--ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ନୂଆଗାଁ ଥାନା ରେ  ନାବାଳିକା ଦୁଷ୍କର୍ମ ଅଭିଯୋଗ ରେ ମନୋଜ ନାୟକ ଙ୍କୁ ପୋଲିସ ଗିରଫ କରି ନୟାଗଡ଼ ସଦର ଥାନା ଅନ୍ତର୍ଗତ ଖୁଣ୍ଟୁବନ୍ଧ ଉପକାରାଗାରକୁ ପଠାଇଥିଲା।ଖୁଣ୍ଟୁବନ୍ଧ ଉପକାରାଗାର ରେ ଜଣେ ବିଚାରାଧୀନ କଏଦୀ ଭାବେ ସେ ରହିଥିଲେ ।  ସେ ନିଜ ଗାମୁଛା ସାହାଯ୍ୟ ରେ କାରାଗାରରେ ଝୁଲିପଡିଥିବା ଜଣାଯାଇଛି।ଘଟଣାସ୍ଥଳରେ ପୋଲିସ ପହଞ୍ଚି  ଘଟଣାର ଅନୁଧ୍ୟାନ କରୁଛି।
ଶରଣକୁଳ ରୁ ମାନସ କୁମାର ସାହୁ।

ads

Blog Archive

Popular Posts