ads

Breaking News

କରୋନା ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟ ଜାତୀୟ ସଙ୍ଗୀତ ଗାନ


ବାଲିପାଟଣା---  ସଙ୍ଗରୋଧ କେନ୍ଦ୍ର ମଞ୍ଜରୀ ଦେବୀ ନସିଂ କଲେଜ ପରିସରରେ ବନ୍ଦେ ଉତ୍କଳ ଜନନୀ, ସଙ୍ଗରୋଧ କେନ୍ଦ୍ରର ପ୍ରବାସୀ ବନ୍ଧୁମାନଙ୍କୁ ନେଇ ଘ୫.୩୦ ମିନିଟ ସମୟେ ସଂଗୀତ ଗାନ କରାଯାଇଥିଲା। ବାଲିପାଟଣା ବ୍ଲକର ମଝିହରା ଏବଂ ଅନ୍ୟାନ୍ୟ ପଞ୍ଚାୟତର ପ୍ରବାସୀ ମାନଙ୍କ ଗହଣରେ କରୋନା ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଏଥିରେ ମଝିହରା ପଞ୍ଚାୟତର ସରପଞ୍ଚ ଶ୍ରୀ ନାରାୟଣ ସାହୁ, ଓ୍ବାଡ ସଭ୍ୟ ଶ୍ରୀଧର ବାରିକ, ମଞ୍ଜରୀ ଦେବୀ ନସିଂ କଲେଜର ପ୍ରତିଷ୍ଠାତା ଶ୍ରୀ ଶରତ ଚନ୍ଦ୍ର ବିଶ୍ବାଳ ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ନାଥ ପଣ୍ଡା ଅଙ୍ଗନଓ୍ବାଡି ପାର୍ବତୀ ମହାନ୍ତି , ସବିତା ବେହେରା ଏବଂ ସଙ୍ଗରୋଧ କେନ୍ଦ୍ରରେ ଥିବା ସମସ୍ତ ପ୍ରବାସୀ ବ୍ୟକ୍ତି ଏବଂ କେନ୍ଦ୍ର ପରିଚାଳନାକାରୀ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ଉପସ୍ଥିତିରେ ରାଜ୍ୟ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।
  ବାଲିପାଟଣା ରୁ ନିରଞ୍ଜନ ସେନାପତି

ads

Blog Archive

Popular Posts