ads

Breaking News

ନୟାଗଡ଼ ଜିଲ୍ଲାରେ ପୁଣି ୭ଜଣ କରୋନା ଆକ୍ରାନ୍ତ


 ଶରଣକୁଳ----ନୟାଗଡ଼ ଜିଲ୍ଲାରେ ପୁଣି ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ।ଆକ୍ରାନ୍ତଙ୍କ ସଂଖ୍ୟା ୫୭କୁ ବୃଦ୍ଧି ପାଇଛି ।ନୟାଗଡ଼ ଜିଲ୍ଲାରେ ଆଜି ପୁଣି ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି।ରଣପୁର ବ୍ଲକ ରୁ ୬ଜଣ ଓ ଗଣିଆ ବ୍ଲକ ରୁ ୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି।ଏମାନେ ସମସ୍ତେ ଗୁଜୁରାଟ ଫେରନ୍ତା ବୋଲି ଜଣାଯାଇଛି।ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୫୭କୁ ବୃଦ୍ଧି। ସେମାନଙ୍କ ମଧ୍ୟରୁ ୬ଜଣ ସୁସ୍ଥ ହୋଇଥିବା ବେଳେ ୫୧ଜଣ ସକ୍ରିୟ ଅଛନ୍ତି।
ଶରଣକୁଳ ରୁ ମାନସ କୁମାର ସାହୁ।

ads

Blog Archive

Popular Posts