ads

Breaking News

କାଠଡେରା ରକ୍ତଦାନ ଶିବିର....


 ବରଗଡ଼--  ବରଗଡ଼ ଜିଲ୍ଲା ଅତାବିରା ବ୍ଲକର କାଠଡେରା ଠାରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଏବଂ ଏସ ଏଫ ଡବ୍ଲୁ ଲଚିଦା ର ମିଳିତ ଆନୁକୂଲ୍ୟରେ  ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଲଚିଦା ସରପଞ୍ଚ ଦେବାଂଶୁ ପତି ଶିବିରକୁ ଉଦଘାଟନ କରିଥିବାବେଳେ ୩୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଆଜି ଯାଏଁ ୬୦ ୟୁନିଟ ଦେଇଥିବା ପ୍ରଶାନ୍ତ ଗଡତିଆ ଏବଂ ୫୦ ୟୁନିଟ୍ ଦେଇଥିବା ଗୋଲକ ପତି ଙ୍କୁ ସମ୍ମାନିତ କରା ଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ
ଅଜିତ କୁମାର ପତି,ଅରୂପା ସୂପକାର,ରମେଶ ବାରିକ୍,ସୁବ୍ରତ ପଧାନ,ସୁମନ୍ତ ଶତପଥି,ଚିନ୍ମୟ ପଧାନ,ରାକେଶ ଗଡ଼ତିଆ,ଶ୍ରୀକାନ୍ତ ପଧାନ,ସୁବ୍ରତ ନାୟକ,ପ୍ରତାପ ପଧାନ,ଯାଦୁଧନ୍ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।
ବରଗଡ଼ରୁ ନବୀନ ଦାଶ

ads

Blog Archive

Popular Posts