ads

Breaking News

ବେରବୋଇ ସଂଗରୋଧ ଗୃହରେ ୨୦ ପ୍ରବାସୀ

ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେରବୋଇ ଗ୍ରାମ ପଞ୍ଚାୟତ ପକ୍ଷରୁ ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କରୋନା ସଂଗରୋଧ କେନ୍ଦ୍ରରେ ମହାରାଷ୍ଟ୍ର, ଚେନ୍ନାଇ ଓ କର୍ଣ୍ଣାଟକ ସହିତ ବିଭିନ୍ନ ରାଜ୍ୟରୁ ଫେରିଥିବା ୨୦ ଜଣ ପ୍ରବାସୀ ଓଡିଆ ରହିଛନ୍ତି । ସରକାରଙ୍କ କୋଭିଡ-୧୯ ଆଇନ ଅନୁଯାୟୀ ପ୍ରବାସୀ ମାନେ ନାମ ପଞ୍ଜୀକରଣ କରିବା ସହ ସରାକରଙ୍କ ସମସ୍ତ ନିୟମ କାନୁନ ମାନି ଚଳୁଛନ୍ତି । ସେହିପରି କରୋନା ଯୋଦ୍ଧା ବେରବୋଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଜ୍ୟୋର୍ତିମୟୀ ସ୍ୱାଇଁଙ୍କ ସହିତ ନୋଡାଲ ଅଫିସର, ଆଶା, ଅଙ୍ଗନୱାଡି ର୍କମୀ, ଶିକ୍ଷକ ମାନେ ସଂଗରୋଧ ଗୃହରେ ରହି ପ୍ରବାସୀ ମାନଙ୍କର ଖାଦ୍ୟ, ପାନୀୟ, ସ୍ୱାସ୍ଥ୍ୟ ଗତ ସମ୍ପର୍କେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ସରପଞ୍ଚ ଶ୍ରୀ ସ୍ୱାଇଁଙ୍କ ଠାରୁ ପ୍ରକାଶ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts