ads

Breaking News

ଗୋଷ୍ଟିସଂଘର୍ଷ ରେ ଉଭୟ ପକ୍ଷରୁ ଚାରିଜଣ ଗୁରୁତର ଆହତ


ପୁରୀ ଚୁଡ଼ଙ୍ଗ ସାହିରେ ଘଟିଛି ଗୋଷ୍ଠୀ ସଂଘର୍ଷ , ଗୋଷ୍ଟିସଂଘର୍ଷ ରେ ଉଭୟ ପକ୍ଷରୁ ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରୁ ଦୁଇଜଣ କଟକ ରେଫର ହୋଇ ଛନ୍ତି । ପୂର୍ବ ଶତ୍ରୁତା କୁ ନେଇ ଘଟିଛି ଘଟଣା । ଘଟଣା ସ୍ଥଳରେ ଏକ ମଟର ସାଇକେଲ ପୋଡାଯାଇଛି । ଏନେଇ ପୁରୀ ଟାଉନ ଥାନା ରେ ଅଭିଯୋଗ  ହୋଇଥିବା ବେଳେ ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଉଭୟ ଗୋଷ୍ଠୀ ର କିଛି ଲୋକ ଙ୍କୁ ପୋଲିସ ପଚରା ଉଚରା କରୁଛି। ତେବେ ଦୋଷୀ ଙ୍କ ବିରୋଧ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଟାଉନ ଥାନା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଗଣ୍ଡଗୋଳ କୁ ଦୃଷ୍ଟିରେ ରଖି ସ୍ତାନୀୟ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି। 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts