ads

Breaking News

ଡେଲାଙ୍ଗରେ ବନ୍ଦେ ଉତ୍କଳ ଜନନୀ ଗାନ

ଡେଲାଙ୍ଗ ------ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଆହ୍ୱନ କ୍ରମେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମ ସମେତ ଘର ବଜାର,ହାଟ,ଛକ,ମଠ ମନ୍ଦିର,ରାସ୍ତା ଘାଟ ,ଅନୁଷ୍ଠାନ  ଓ ପଞ୍ଚାୟତ ମାନଙ୍କରେ ଆଜି ଅପରାହ୍ନ ୫ଟା୩୦ରେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା ।   ମାସ୍କ  ପିନ୍ଧିବା ସହ ସମାଜିକ ଦୂରତ୍ୱ ରକ୍ଷା କରି କୋଭିଡ-୧୯ ଯୋଦ୍ଧାମାନଙ୍କ ତ୍ୟାଗକୁ  ସମ୍ମାନ ଜଣାଇ ସଂଗୀତ ଗାନ କରିଥିଲେ । ଏହି ପରିପେକ୍ଷୀରେ  ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମିଡିଆ ପରବାର ,ଡେଲାଙ୍ଗ ପକ୍ଷରୁ  କରୋନା ଯୋଦ୍ଧାଙ୍କୁ  ସମ୍ମାନ ଜଣାଇ  ସଂଗୀତ ଗାନ କରିଥିଲେ । ଏଥିରେ   ଦିଲ୍ଲିପ କୁମାର ଧାଉଡିଆ,ପ୍ରତାପ ଚନ୍ଦ୍ର ପଲେଇ,ଚିତରଜଂନ ରାଉତରାୟ, ଗୋବର୍ଦ୍ଧନ ବରାଳ ,କୃଷ୍ଣଚନ୍ଦ୍ର ସାହୁ, ତ୍ରିୀନାଥ ବଳିୟାରସିଂହ,କାହ୍ନୁଚରଣ ମଲ୍ଲିକ, ଫଗ ୁରଣା ,ପ୍ରଶାନ୍ତ ପଉଦାର,ଦେବ ବିଶ୍ୱାଳ, ଦେବରାଜ ମଣ୍ଡଳ ,ଆଲୋକମୟ ହରିଚନ୍ଦନ,ବେଣୁଧର ମଙ୍ଗରାଜ,ରବିନ୍ଦ୍ର କୁମାର ସାହୁ,ବାବୁରାମ ଦାସ ,ପୁର୍ଣ୍ଣ ଚନ୍ଦ୍ର ପାହାଡସିଂହ ,ମଜ ଖାଁ, ନିର୍ମଳ ସାହୁ ,କରୁଣାକର ସାହୁ ପ୍ରମୂଖ ସାମିଲ ହୋଇଥିଲେ ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts