କୋରେଇ ବ୍ଲକରେ ଅମ୍ଫାନ ମୁକାବିଲା ପାଇଁ ଜରୁରୀ ବୈଠକ
କୋରେଇ- ମଙ୍ଗଳବାର କୋରେଇ ବ୍ଲକ ପରିସର ରେ ଆମ୍ଫନ ବାତ୍ୟା ର ମୁକାବିଲା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଟି ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ ଙ୍କ ସଭାପତି ଅନୁଷ୍ଟିତ ହୋଇଥିଲା । ବୈଠକ ରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋସ ମିଶ୍ର,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତେଷ ସେଠି,ବ୍ୟାସନଗର ତହସିଲଦାର ଡ.ଶରତ ମହାପାତ୍ର ,କୋରେଇ ବିଡିଓ ଶ୍ବେତା ସ୍ନିଗ୍ଧା ଙ୍କ ସହିତ କୋରେଇ ବ୍ଲକ ଅଧିନ ରେ କାର୍ଯ୍ୟରତ ସମସ୍ତ ପଞ୍ଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ କର୍ମଚାରୀ ଉପସ୍ତିତ ଥିଲେ ।
କୋରେଇ ରୁ ପି ବେହେରା

