ads

Breaking News

ବର୍ଷା ପାଣିରେ ରାସ୍ତା ବୁଡିଲା

ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ବାଟୁଳିପଡା ଗ୍ରାମ ଛକ ମଙ୍ଗଳବାର ଦିନ ସାମାନ୍ୟ ବର୍ଷା ରେ ବୁଡି ଯାଇଛି । ଯାହାକି ପାଣି ଯିବାର କୌଣସି ସୁବିଧା ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଯୁବକ ମାନେ କହନ୍ତି । ଆଗକୁ ବର୍ଷା ଦିନ ଆସୁଛି ଯଦି ଏପରି ଅବସ୍ଥା ଲାଗି ରହିବ ତା ହେଲେ ଗ୍ରାମ ଗୁଡିକ ମଧ୍ୟରୁ ପାଣି ନିଷ୍କାସନ ହୋଇ ପାରିବ ନାହିଁ । ତୁରନ୍ତ ବ୍ଳକ ପ୍ରଶାସନ ନଜର ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts