ads

Breaking News

ଏଆଇୟୁଟିୟୁସି ପକ୍ଷରୁ ଶ୍ରମିକ ଦିବସ ପାଳନ



ଶରଣକୁଳ---ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଶରଣକୁଳଠାରେ  ଏଆଇୟୁଟିୟୁସି ତରଫରୁ ଶ୍ରମିକ ନେତା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଶ୍ରମିକ ଦିବସ ପାଳନ ହୋଇଯାଇଛି।ଶରଣକୁଳର ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଜୟକୃଷ୍ଣ ସାହୁ ପତାକା ଉତ୍ତୋଳନ କରିଥିଲେ।ସେଠାରେ ଉପସ୍ଥିତ ନେତୃମଣ୍ଡଳୀ ଓ ଶ୍ରମିକମାନେ ସାମାଜିକ ଦୂରତା ରକ୍ଷାକରିବା ସହ ମୁହଁରେ ମାସ୍କ ପିନ୍ଧି ଶ୍ରମିକ ଦିବସ ପାଳନ କରିଥିଲେ।ଆଗାମୀ ଦିନରେ ସଂଘ କୃଷକ ଏବଂ ଶ୍ରମିକମାନଙ୍କ ପାଇଁ ଆହୁରି ଅନେକ କାର୍ଯ୍ୟକ୍ରମ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।
ଶରଣକୁଳରୁ ମାନସ କୁମାର ସାହୁ।

ads

Blog Archive

Popular Posts