ads

Breaking News

ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକଙ୍କ ପରଲୋକ


ଜଟଣୀ : ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ସୁରେନ୍ଦ୍ର ମିଶ୍ର ୭୮ ବୟସରେ ସ୍ଥାନୀୟ ବାଲିଛକସାହି ସ୍ଥିତ ବାସଭବନରେ ପରଲୋକ ହେଇଯାଇଛି l ପୂର୍ବରୁ ସେ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧିକାରୀ ଏବଂ ଜଟଣୀ ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ, ଏଥିସହିତ ସେ ଅବସର ଗ୍ରହଣ କରିବା ପରେ ବିଭିନ୍ନ ସାମାଜିକ କ୍ଷେତ୍ରରେ ସକ୍ରିୟ ରହି ବରିଷ୍ଠ ନାଗରିକ ମଞ୍ଚର ସଭାପତି ମଧ୍ୟ ଥିଲେ l  ତାଙ୍କ ଦେହାନ୍ତ ଖବର ପାଇ ବହୁ ବ୍ୟକ୍ତିବିଶେଷ ମାନେ ମର ଶରୀରର ଶେଷ ଦର୍ଶନ କରିଥିଲେ l ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୩/୨୦୨୬---୫,୨୦ Sakhigopal News 16/32026

ads

Blog Archive

Popular Posts