ads

Breaking News

ଭାରସାମ୍ୟ ହରାଇ ବିଲକୁ ଓଲଟିଲା ପାଇପ ବୋଝେଇ ଟ୍ରକ

କନ୍ଧମାଳ ---ଭାରସାମ୍ୟ ହରାଇ ବିଲରେ ଓଲଟିଲା ପାଇପ ବୋଝେଇ ଟ୍ରକ l କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଡାମେରୀକିଆ ସାହି ନିକଟରେ ଘଟିଛି ଦୁର୍ଘଟଣା l ତେବେ ଦୁର୍ଘଟଣା ରେ ଟ୍ରକ ଡ୍ରାଇଭର ଆହତ ହୋଇଥିବା ଜଣା ପଡିଛି l ପାଇପ ବୋଝେଇ ଟ୍ରକ ଟି କଟକ ରୁ ମୁନିଗୁଡା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତା ରୁ ବିଲକୁ ଖସି ଓଲଟି ପଡିଥିଲା l ତେବେ କ.ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୮/୩/୨୦୨୬---୪,୨୫ Sakhigopal News,8/3/2026

ads

Blog Archive

Popular Posts