ads

Breaking News

ନୟାଗଡ଼ ଜିଲ୍ଲାରେ ନୂତନ ଆରକ୍ଷୀ ଅଧୀକ୍ଷକ


ନୟାଗଡ଼  ---- ନୟାଗଡ଼ ଜିଲ୍ଲାରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଜଣେ ଆରକ୍ଷୀ ଅଧିକ୍ଷକ ନବ ନିଯୁକ୍ତ ହୋଇଛନ୍ତି। ସେ ହେଉଛନ୍ତି ପତ୍ୟୁଷ ଦିବାକର।ଜଣେ ଦକ୍ଷ ପୋଲିସ ପ୍ରଶାସକ ଭାବେ ସେ ବେଶ ଜଣାଶୁଣା।
ଏବେ ସେ ରାଜ୍ୟପାଳଙ୍କ ଏ.ଡି.ସି. ରୂପେ କାର୍ଯ୍ୟରତ।ଏହା ଆଗରୁ କୋରାପୁଟ ଜିଲ୍ଲାରେ ଏସ ଡି ପି ଓ ରୁପେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।
 ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ 

ads

Blog Archive

Popular Posts