ads

Breaking News

ନୟାଗଡ଼ ଅଞ୍ଚଳରୁ ଲୁହା ପଥର ବାହାରିବା ନେଇ ଚର୍ଚ୍ଚା


ନୟାଗଡ଼--- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୈବଲ୍ୟପୁର ଗ୍ରାମରେ ଲୁହାପଥର ବାହାରିବା ଏବେ ଚର୍ଚ୍ଚାର ବିଷୟ ସୋଇଛି । ଏହି ଲୁହା ପଥର ଦେଖିବା ପାଇଁ ଲୋକମାନେ ରୁଣ୍ଡ ସୋଇଛନ୍ତି ।  ମିଳୁଥିବା ଲୁହାପଥରକୁ କିଛି ଗ୍ରାମବାସୀ ଚୁମ୍ବକ ନେଇ ପରୀକ୍ଷା କରିବାବେଳେ ଏହି ପଥରଗୁଡ଼ିକ ଚୁମ୍ବକ ଦ୍ୱାରା ଆକର୍ଷିତ ହୋଇଥିବାର ଦେଖାଯାଇଥିଲା। ବାହାରି ଥିବା ପଥର ସ୍ଥାନରେ ଖନନ କରାଗଲେ ଅଧିକ ପରିମାଣରେ ଲୁହାପଥର ବାହାରିବ ବୋଲି ଅନୁମାନ କରାଯାଉଛି। ତୁରନ୍ତ ଜିଲ୍ଲା ପ୍ରଶାସନ ନଜର ଦେବାକୁ ଦାବି ହେଉଛି । ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts