ads

Breaking News

ଜାତୀୟ ରାଜପଥ କଡରେ ନିମ୍ବ ଗଛ ରୋପଣ କରାଯିବ

  ସାକ୍ଷୀଗୋପାଳ------- ଆସନ୍ତା ଶନିବାର ଦିବା ୧୧ ଘଣ୍ଟିକା ସମୟେ ପୁରୀ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାଜପଥ କରରେ ବୃକ୍ଷ ରୋପଣ କରାଯିବ  । ପଟ୍ଟନାୟିକିଆ ଠାରୁ ବୀରଗୋବିନ୍ଦ ପୁର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ନିମ୍ବ ବୃକ୍ଷ ରୋପଣ କାର୍ଯର ଶୁଭ ଆରମ୍ଭ କରାଯିବ। ସମସ୍ତ ଜନସାଧାରଣ, ଜନ ପ୍ରତିନିଧିଗଣ, ସାମ୍ବାଦିକ ବଂଧୁ,  ମାଆ ଭଉଣୀ ମାନେ, ଯୁବ ଶକ୍ତି, ମହିଳା ଗୋଷ୍ଠୀ, ସ୍ବେଛାସେବୀ ବଂଧୁ, ବିଜୁ ଯୁବ ବାହିନୀ ର ସଦସ୍ଯ ମାନେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ କୁ ସାଫଲ୍ଯ ମଣ୍ଡିତ କରିବା ପାଇଁ ଅନୁରୋଧ କରାଯାଇଛି । ଭଜନ କିର୍ତ୍ତନ ସହିତ ପ୍ରସାଦ ସେବନର ମଧ୍ଯ ବ୍ଯବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଠ ବ୍ଯକ୍ତି ବିଶେଷ ଙ୍କ ଠାରୁ ଆରମ୍ଭ କରି ଅଭିନେତା ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts