ads

Breaking News

ଭଗବତୀ ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରରେ ବିଜ୍ଞାନ ମେଳା


D Senapati
ସାକ୍ଷୀଗୋପାଳ   ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପାରକେଣା ଠାରେଥିବା ଭଗବତୀ  ସରସ୍ମତୀ ଶିଶୁ ବିଦ୍ୟମନ୍ଦିର ପରିସରରେ ବିଜ୍ଞାନ ମଳେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୦ଟି ପ୍ରକଳ୍ପ ସ୍ଥାନ ପାଇଥିଲା  । ଏହି ବିଜ୍ଞାନ ମେବଳାକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶିକ୍ଷାବିତ୍ତ ସୁଦାମ ବାରିକ  ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଏହି କୁନି କୁନି ବୈଜ୍ଞାନିକ ମାନେ କିଏ ଜାଣିଛି ସେମାନେ ବଡ ବୈଜ୍ଞାନିକ ହୋଇ ଦେଶ ପାଇଁ କାମ କରିବେ ବୋଲି କହିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଦାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  । ବିଜ୍ଞାନ ମେଳାରେ ଭାଗ ନେଇଥବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ସପଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା  । ଅନ୍ୟ ମାନଙ୍କ ମଧ୍ୟରେ ଗୁରୁମା ପ୍ରଣୟନୀ ମିଶ୍ର, ଝୁନିମଣି ନାୟକ, ମଧୁସ୍ମିତା ସାହୁ, ମୀନତି ମିଶ୍ର, ଲକ୍ଷ୍ମୀ ଲଲିତା ପ୍ରଦାନ, ସୋନାଲି ମିଶ୍ର, ରଶ୍ମି ରଞ୍ଜିତା ବାରିକ, ସରୋଜିନୀ ପ୍ରଧାନ, ଅନୀତା ପିୟଦର୍ଶିନୀ ମହାରଣା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

ads

Blog Archive

Popular Posts