ads

Breaking News

ସପ୍ତମ ଆର୍ଥିକ ଗଣନା ର କାର୍ଯ୍ୟକ୍ରମର ଶୁଭାରମ୍ଭ

  ପୁରୀ-----   ସପ୍ତମ ଆର୍ଥିକ ଗଣନା ର କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଙ୍କ ଉପସ୍ଥିତ ରେ ଶୁଭାରମ୍ଭ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ,ଡେପୁଟି ଡାଇରେକ୍ଟର ଦେବୀ ପ୍ରସାଦ ବେହେରା, ସହ ନିର୍ଦ୍ଦେଶକ ସୂର୍ଯ୍ୟନାରାୟଣ ତ୍ରିପାଠୀ,ଭାରତ ସରକାରଙ୍କର ଜାତୀୟ ବରିଷ୍ଟ୍ ପରିସଂଖ୍ୟାନ କାର୍ଯ୍ୟାଳୟ ର ସୌମେନ୍ଦ୍ର କୁମାର ନାୟକ ,ରବିଶଙ୍କର ପଟ୍ଟନାୟକ, ତଥା ଜିଲ୍ଲା ଶ୍ରମ ଅଧିକାରୀ, ଓ ସିଏସି ଇ ଗଭର୍ଣାନନ୍ସ ସର୍ଭିସେସ ଇଣ୍ଡିଆ ଲିମିଟେଡ଼ ର ପୁରୀ ଜିଲ୍ଲା ଅଧିକାରୀ ସୁନିଲ କୁମାର ସାହୁ,ବିଶ୍ବଭୂଷଣ ପଟ୍ଟନାୟକ ଜିଲ୍ଲା ସଂଯୋଜକ ବିଶ୍ୱଜିତ୍ ଆଚାର୍ଯ୍ୟ ଓ ୩୦ ଜଣ VLE ଉପସ୍ଥିତ ମାନେ ରହିଥିଲେ ମୋବାଇଲ୍ ଆପ୍ଲିକସନ ଦ୍ଵାର କିପରି ଆର୍ଥିକ ଗଣନା କରାଯିବ ସେ ବିଷୟ ରେ ଅତିରିକ୍ତ ଜିଲ୍ଲାପାଳ,ଉପରୋକ୍ତ ଅଫସର ଉ VLE ମାନଙ୍କ ସହ ଆଲୋଚନା  କରିଥିଲେ।  


ଜୟନ୍ତ କୁମାର ସେଠୀ

ads

Blog Archive

Popular Posts