ads

Breaking News

ନୟାଗଡ ମୁଖ୍ୟ ଚକ୍ଷୁ ଚିକିତ୍ସାଳୟରେ ମୋବାଇଲ ଭ୍ୟାନ ଖତ ଖାଉଛି



ନୟାଗଡ -----ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଏକମାତ୍ର ଚକ୍ଷୁ ବିଭାଗ ଉପରେ ଜିଲ୍ଲା ବାସି ନିର୍ଭର କରିଥାନ୍ତି । ଏହି ବିଭାଗ ଅଧୀନରେ ଥିବା ମୋବାଇଲ ଭ୍ୟାନ ଯୋଗେ ଯାଇ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଚକ୍ଷୁ ଚିକିତ୍ସା କେନ୍ଦ୍ର ଖୋଲି  ସେବା ଯୋଗାଇଦିଆଯାଉଥିଲା।ବିଭିନ୍ନ ସ୍କୁଲ ଏବଂ  କଲେଜ ଯାଇ ଛତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷା କରାଯାଉଥିଲା।ଏବେ କିନ୍ତୁ ସେହି ମୋବାଇଲ ଭ୍ୟାନ କାହା ସ୍ୱାର୍ଥରେ?? ସରକାରକା ମାଲ ଦାରିଆମେ ଡାଲ ନୀତିରେ ଖତ ଖାଉଛି ମୋବାଇଲ ଭ୍ୟାନ।ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ads

Blog Archive

Popular Posts