ads

Breaking News

ଅତାବିରା ମାରୱାଡ଼ି ମହିଳା ସଂବେଳନ ପକ୍ଷରୁ ଶୋଭାଯାତ୍ରା

ବରଗଡ଼।    ----   ବରଗଡ଼  ଜିଲ୍ଲା ଅତାବିରାରେ ଅଖିଳ ଭାରତୀୟ ମହିଳା ସଂବେଳନ ଅତାବିରା ଶାଖା ପକ୍ଷରୁ ଅଂଗଦାନ ଏକ  ମହାନ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ପରେ ଦୁର୍ଗା ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା ସହ ଲୋକଙ୍କୁ ସଚେତନ କରି ଅଂଗଦାନ ମହାନ ଦାନ ସ୍ଲୋଗାନ ଦେଇ ମାରୱାଡି ଧର୍ମଶାଳାରେ ପହଞ୍ଚି ଥିଲା।ଏହି ଶୋଭାଯାତ୍ରାରେ ସ୍ଥାନୀୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା,ପ୍ରାଦେଶିକ ମାରୱାଡି ମଞ୍ଚର ସଭାପତି ଓ ସଦସ୍ୟ ମାନେ,ଜାଗୃତି ଶାଖାର ସଦସ୍ୟମାନେ, ଯୁବମଞ୍ଚର ସଦସ୍ୟମାନେ ଉପସ୍ଥିତ ଥିଲେ।
ବରଗଡ଼ରୁ ଜିଲ୍ଲା ପ୍ରତିନିଧି ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts