ads

Breaking News

କୁଲତା ସମାଜ ର ସମ୍ପାଦକ ପ୍ରସନ୍ନ ବାରିକଙ୍କ ହୃଦଘାତରେ ପରଲୋକ


 ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ର କୁଲତା ସମାଜ ର ସମ୍ପାଦକ ପ୍ରସନ୍ନ ବାରିକଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କର ପଛରେ ବିଧବା ପତ୍ନୀ ବିନତି ବାରିକ, ଝିଅ ରିନୁ ସହିତ ପରିବାର ବର୍ଗଙ୍କୁ ଛାଡି ଯାଇଛନ୍ତି। ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ସରଳ, ନିଷ୍କପଟ, ମେଳାପୀ ବ୍ୟକ୍ତି ଥିଲେ । ତାକର ଶେଷ ଦର୍ଶନ ପାଇଁ ବହୁମାନ୍ୟଗଣ୍ୟବ୍ଯକ୍ତି ପୁଷ ମାଲ୍ୟ ଅର୍ପଣ କରିଥିଲେ। ରେମଣ୍ଡା ସ୍ଵର୍ଗଦ୍ଵାର ଠରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାକର ଝିଅ ରିନୁ ବାରିକ ମୁଖାଗ୍ନି ଦେଇଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୧୨/୨୦୨୩---୭,୪୫ Sakhigopal News,8/12/2023

ads

Blog Archive

Popular Posts