ads

Breaking News

୫ଫୁଟର ଅଜଗର ସାପ ଉଦ୍ଧାର


କଳାହାଣ୍ଡି----   କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୁଡିଙ୍ଗ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଡଙ୍ଗାପଟା (ସାନପଡା) ଠାରେ ଜଣେ ୧୨ ବର୍ଷର ଝିଅ ପ୍ରଥମେ ସାପକୁ ଦେଖି ଛାନିଆ ହୋଇ ଘରକୁ ଆସି କହିଥିଲା । ଘରର ଲୋକମାନେ ସେଠାକୁ ଯାଇ ଗୁଟିଜାଲ ସାହାଯ୍ୟରେ ସାପକୁ ଧରିଥିଲେ । କେସିଙ୍ଗା ଵନ ବିଭାଗକୁ ଜଣାଇବା ପରେ କେସିଙ୍ଗା ରେଞ୍ଜର ଙ୍କ ନିର୍ଦ୍ଦେଶ କ୍ରମେ ଡଙ୍ଗାପଟା ସାନପଡାର  ପ୍ରାରୋଡ ଫରେଷ୍ଟର ଜୁଧିଷ୍ଟିର ଜାଲ୍, ବନରକ୍ଷୀ ତପନ କୁମାର ବେହେରା ଙ୍କ ସମେତ ୩ଜଣ ସ୍କୁଆଡ୍ ପହଞ୍ଚି ସାପ କୁ ଉଦ୍ଧାର କରିବା ପରେ ଖେତୁପଡା ନିକଟସ୍ଥ ଵଜ୍ରଗଡ ଜଙ୍ଗଲରେ ଛାଡ଼ିଦେଇ ଥିଲେ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

ads

Blog Archive

Popular Posts