ads

Breaking News

ଜିଲ୍ଲାସ୍ତରୀୟ କୋଭିଡ ସପ୍ତାହ ପାଳନ ଅବସରରେ କୁକଡାଖଣ୍ଡି ବିଡ଼ିଓଙ୍କ ଦ୍ବାରା ମାସ୍କ ବଣ୍ଟନ


 ଧରାକୋଟ ----- ଜିଲ୍ଲାସ୍ତରୀୟ କୋଭିଡ ସପ୍ତାହ ପାଳନ ଅବସରରେ କୁକଡାଖଣ୍ଡି ର ବିଭିନ୍ନ ସ୍ଥାନରେ ମାସ୍କ ବ୍ୟବହାର କରୁନଥିବା ଲୋକ ମାନଙ୍କୁ କୁକଡାଖଣ୍ଡି ବିଡ଼ିଓ ଗଦାଧର ପାତ୍ର ମାସ୍କ ବଣ୍ଟନ କରିବା ସହ  ଜନସାଧାରଣ ଙ୍କୁ ସଚେତନତା କରାଇଛନ୍ତି।  କୋଭିଡ ନିୟମକୁ କେତେ ଦୁର ପାଳନ କରୁଛନ୍ତି ସ୍ଥାନୀୟ ବାସିନ୍ଦା ତାକୁ ଅନୁଧ୍ୟାନ କରିବା ସହିତ ଗ୍ରାମର ଥିବା ସମସ୍ତ ଦୋକାନୀଙ୍କୁ ପଞ୍ଚ ସୂତ୍ର ପାଳନ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର , କୁକଡାଖଣ୍ଡି ସରପଞ୍ଚ ଅଦଲ ଚେନେୟା ସମେତ ବ୍ଳକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । 
 ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ 

ads

Blog Archive

Popular Posts