ads

Breaking News

ଅଚିହ୍ନା ଯୁବକର ଝୁଲନ୍ତା ମୃତଦେହ ଠାବ


 କଳାହାଣ୍ଡି--- କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କୋନ୍ଦୁଗୁଡା ବେରୁଆପଡା ନିକଟ ଏକ ନିମ୍ବଗଛରୁ ଆଜି ଏକ ଅଚିହ୍ନା ଯୁବକର  ଝୁଲନ୍ତା ମୃତଦେହ ଠାବ ହୋଇଛି। ଖବରପାଇ ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତ ରୁ ପୋଲିସ ଆତ୍ମହତ୍ୟା ସନ୍ଦେହ କରୁଛି ।  ସାଇଣ୍ଟିଫିକ ଟିମ୍ ପହଞ୍ଚିଲା ପରେ ଶବ ଉଦ୍ଧାର କରାଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ଘଟଣା ଜଣାପଡିବବୋଲି ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗୀ କହିଛନ୍ତି।

କଳାହାଣ୍ଡିରୁ ଜିଲ୍ଲା ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

ads

Blog Archive

Popular Posts