ads

Breaking News

ସମାଜସେବୀ ନାରାୟଣ ବିଶ୍ବାଳଙ୍କ ପରଲୋକ


ବରଗଡ଼ରୁ ନବୀନ ଦାଶ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:- ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ତଳିଟାମ୍ପରସରା ର ନାରାୟଣ ବିଶ୍ବାଳ ଆଉ ନାହାନ୍ତି।ସେ ଜଣେ ପରୋପକାରୀ,ସମାଜ ସେବୀ, ମିଷ୍ଟଭାଷୀ, ଧାର୍ମିକ ବ୍ଯକ୍ତି ଥିଲେ। ସେ ତାଙ୍କର ଜୀବନକାଳରେ ଅନେକ ଲୋକଙ୍କୁ ବ୍ୟବସାୟ କରିବା ପାଇଁ ସାହାଯ୍ୟ କରିଛନ୍ତି। ଅନେକ ମନ୍ଦିରକୁ ଜମି ପ୍ରଦାନ ସହ ମନ୍ଦିର ତିଆରି କରିଛନ୍ତି। ଚିପିଲିମା ପାୱାର ହାଉସ ରେ ମିଳିଥିବା ଚାକିରିକୁ ଛାଡି ସମାଜ ସେବାରେ ଲାଗି ପଡିଥିଲେ। ନିଜ ଗ୍ରାମର ସମସ୍ତେ ତାଙ୍କୁ ସ୍ନେହ କରୁ ଥିଲେ।ତାଙ୍କର ପାଞ୍ଚ ପୁତ୍ର ଏବଂ ଚାରି ଝିଅ ଅଛନ୍ତି।ତାଙ୍କର ବଡ଼ପୁତ୍ର ସହ ଦେବ ବିଶ୍ବାଳ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସମୟ ରେ ନାତି ନାତୁଣୀ, ବନ୍ଧୁବାନ୍ଧବ ସହ ଗ୍ରାମବାସୀ ଉପସ୍ଥିତ ଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....

ads

Blog Archive

Popular Posts