ads

Breaking News

ସୁକଦେଵ ପାଇଲେ ହୁଈଳଚେୟାର.

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-   ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସୁନା ଲରମ୍ଭା ପଞ୍ଚାୟତ ବାଦୀ ଗ୍ରାମର ସୁକଦେଵ ନାୟକ ପି. ଅଧି ନାୟକ ଙ୍କ ଡାହାଣ ଗୋଡ଼ଟି କଟି ଯାଇଥିବାରୁ ନାନା ପ୍ରକାର ଅସୁବିଧାର ସମ୍ମୁଖିନ ହେଉଥିଲେ।  ଯିବା ଆସିବାରେ ଅନେକ ଅସୁବିଧା ଭୋଗୁଥିଲେ। ତାଙ୍କୁ ଗତକାଲି ବାଦୀ ଗ୍ରାମକୁ ଯାଇ ଭେଡେନ ବିଡ଼ିଓ ମୁରଲୀ ଧର ନାଏକ,ଭେଡେନ ବ୍ଲକ ଉପାଧ୍ୟକ୍ଷା ସୁପ୍ରଭା ପ୍ରଧାନ ଓ ସାମାଜିକ ନିରାପତ୍ତା ସହାୟକ ଭକ୍ତ ମହାନ୍ତି ସୁକଦେଵ ନାୟକଙ୍କୁ ଏକ ହୁଇଲ ଚେୟାର ସାଇକଲ ପ୍ରଦାନ କରିଛନ୍ତି।ଏହା ଫଳରେ ସୁକଦେଵ ବ୍ଲକ ପ୍ରଶାସନ,ଉପାଧ୍ୟକ୍ଷାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍........

ads

Blog Archive

Popular Posts