ads

Breaking News

ଆଉ ନାହାନ୍ତି ଲଚିଦାର ଅଭିମନ୍ୟୁ ନାୟକ.



ବରଗଡ଼ରୁ ନବୀନ ଦାଶ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଅତାବିରା ଲଚିଦା ଗାଁର ଅଭିମନ୍ୟୁ ନାୟକ ପରଲୋକ ହୋଇଯାଇଛି । ପରିବାରବର୍ଗଙ୍କୁ ଶୋକ ସାଗରରେ ଭସାଇ ଛାଡି ଚାଲି ଯାଇଛନ୍ତି।ସେ ଜଣେ ମେଳାପୀ, ପରୋପକାରୀ,ସମାଜ ସେବୀ, ମାନ୍ୟଗଣ୍ୟ ବ୍ଯକ୍ତି ଥିଲେ। ତାଙ୍କର ଜୀବନ କାଳରେ ଅନେକ ଲୋକଙ୍କୁ ସାହାଯ୍ୟ କରି ଲୋକଙ୍କ ସୁଖଦୁଃଖର ସାଥି ଭାବେ ପରୋପକାରୀ କାର୍ଯ୍ୟ ଗୁଡିକ କରି ଯାଇଛନ୍ତି।ତାଙ୍କର ପୁତ୍ର ରାଜୀଵ ଲୋଚନ ନାୟକ ମୁଖାଗ୍ନି ଦେଇ ଥିଲେ।ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଅନ୍ତିମ ସମୟରେ ନାତି ନାତୁଣୀ,ବନ୍ଧୁ ବାନ୍ଧବ,ଗ୍ରାମବାସୀଙ୍କ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....

ads

Blog Archive

Popular Posts