ads

Breaking News

ଡେଲାଙ୍ଗ ବ୍ଳକରେ କୁଆପଥର ମାଡ

 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକରେ ରବିବାର ଅପାରାହ୍ନରେ ଅଦିନିଆ କୁଆପଥର ବୃ୍‌ଷ୍ଟି ହୋଇଛି । ଏପରିକି  ୫ଟା ସମୟରେ ଅଚାନକ କଳା ବାଦଳ ଆକଶରେ ଆସିବା ସହ ପବନ ବୋହି ଥିଲା । କିଛି ସମୟ ପରେ ଘଡଘଡି ସହ କୁଆପଥର ବର୍ଷା ହୋଇଥିବାର ଦେଖାଯାଇଥିଲା । ଏପରିକି କୁଆ ପଥର ଗୁଡିକ ପ୍ରାୟ ୧୦ ଗ୍ରାମରୁ ୨୫ଗ୍ରାମର ହୋଇଥିବାର ଜଣାପଡିଛି । ଏହି କୁଆପଥର ମାଡ ଜଗଦଳପୁର, ପଟନପୁର, ସୁଜନପୁର, ବାଲିଉପର ଆଦି ଗ୍ରାମ କୁଡିକରେ  ହୋଇଥିବାର ଜଣାପଡିଛି । କୁଆପଥର ମାଡରେ ବିରି, ମୁଗ, ପନିବରିବା ଚାଷ ବିଶେଷ କ୍ଷତି ହୋଇଥିବାର ଜଣାପଡିଛି । ତୁରନ୍ତ ଜାଷୀ ମାନଙ୍କୁ କ୍ଷତି ପୁରଣ ଦେକାବୁ ଦାବି ହୋଇଛି  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts