ads

Breaking News

ନିଜକୁ ଲକ ଡାଉନ କରି ରଖିବା ପାଇଁ ବାଲୁକା କଳାରେ ବାର୍ତ୍ତା

ପୁରୀ- କ ରୋନା ସଂକ୍ରମଣ ରୋକିବା ବନ୍ଦ ନେଇ ଓଡ଼ିଶାରେ ଚାଲିଛି ଲକ ଡାଉନ । ହେଲେ ଅନେକ ଲୋକ ଏହାକୁ ମାନୁ ନାହାନ୍ତି। ଘରୁ ବାହାରି ଅଯଥା ରେ ବୁଲୁ ଛନ୍ତି। ଏହା ଦ୍ୱାରା କ ରୋନା ବ୍ୟାପକ ଭାବେ ବ୍ୟପିବା ଆସଙ୍କା ରହିଛି। ତେବେ ଘରେ ଏହି ସମୟ ରେ ରହିବା ପାଇଁ ଲୋକ ଙ୍କୁ ବାର୍ତ୍ତା ପୁଣି ଦେଇ ଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମି ରେ ଏକ ସୁନ୍ଦର ବଲୁକା କଳା ନିର୍ମାଣ କରି ଏହି ବାର୍ତ୍ତା ଲୋକ ଙ୍କ ନିକଟରେ ପହଞ୍ଚାଇ ଛନ୍ତି। ବାଲିରେ ଏକ ଚାବି ପ୍ରତିକୃତି ତିଆରି କରି ନିଜକୁ ଲକ ଡାଉନ କରି ରଖିବା ପାଇଁ ବାର୍ତା ଦେଇ ଛନ୍ତି। 

ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts