ads

Breaking News

ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦୋକାନ ଆଗରେ ଦିଆଗଲା ଚିହ୍ନ

ନୟାଗଡ଼---- ନୟାଗଡ଼ ଜିଲ୍ଲାରେ କରୋନାକୁ ପ୍ରତିହତ କରିବାକୁ ଚେଷ୍ଟା ଜାରିରହିଛି।ଜିଲ୍ଲାରେ ଲକ ଡାଉନ ଜାରି ହେବା ପରେ ବିଭିନ୍ନ ନିର୍ଦ୍ଦେଶନାମା ରାଜ୍ୟ ସରକାର ଜାରି କରିଛନ୍ତି । ଯାନବାହନ ଚଳାଚଳ ବନ୍ଦ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ସକାଳ ୧୦ ଟାରୁ ୪ ଟା ପର୍ଯ୍ୟନ୍ତ ଖୋଲା ରହିବ।ସମସ୍ତ ଦୋକାନ ଆଗରେ ଆଜି ଚିହ୍ନ ଦିଆଯାଇଛି। ୧ମିଟର ଦୁରତାରେ ନିର୍ମିତ ବର୍ଗାକାର କ୍ଷେତ୍ରରେ ରହି ଗ୍ରାହକ ମାନେ ସାମଗ୍ରୀ କ୍ରୟ କରିପାରିବେ। ଆଜି ଜିଲ୍ଲା ପ୍ରଶାସନର ଏପରି ପଦକ୍ଷେପକୁ ଜନସାଧାରଣ ସ୍ୱାଗତ କରିଛନ୍ତି।

 ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts