ads

Breaking News

ସାପ ବେଙ୍ଗରେ ଚାଲିଛି ଆର୍ ଡି ରାସ୍ତା କାମ

 ବରଗଡ଼----   ବରଗଡ଼ ଜିଲ୍ଲା ଅତାବିରା ଟେଲିଫୋନ ଏସ୍କଚେଞ୍ଜ ଛକରୁ ପାହାଡ଼ଶ୍ରୀଗିଡା ରାସ୍ତାର ମରାମତି କାମ ପାଇଁ  ୧୭ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ଶୁଣିବାକୁ ମିଳୁଛି । ଯାହା ମରାମତି ସ୍ଥାନରେ ରାସ୍ତା କଡ଼ ତଥା ଆଖପାଖରେ ପଡିଥିବା ଅଳିଆ ଆବର୍ଜନା ଦେଇ ରାସ୍ତା କାମ ହେଉଥିବା ଲୋକମାନେ କହନ୍ତି ।  ରାତି ଅଧିଆ କାମ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଛି। ଯାହା ରାସ୍ତା ତିଆରି ଅନବିଜ୍ଞ ଠିକାଦାରଙ୍କ ସହ ଆରଡ଼ି ବିଭାଗର ସଲାସୁତୁରାରେ ଏହି କାର୍ଯ୍ୟ  ଚାଲିଛି ବୋଲି ଲୋକମାନେ କହନ୍ତି। ଏବେ ଅତାବିରା ଅଞ୍ଚଳରେ କାମ ହେଉଥିବାର ନଜିର ରହିଛି। ତେବେ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧରଣରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts