ads

Breaking News

ଫଟୋ ରେ ଖବର


 ନୟାଗଡ଼----- ନୟାଗଡରେ କରୋନା ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ଆଜି ଜନତା କଫ୍ୟୁ ଲାଗୁ ହୋଇଛି। ଏହାକୁ ନୟାଗଡ଼ ଜଣସାଧାରଣ ସ୍ବାଗତ କରିବା ସହ କଫ୍ୟୁକୁ ମାନିଛନ୍ତି । ଯାହା ଫଳରେ ଯୁଆଡ଼େ ଦେଖିବ ସିଆଡେ ଖାଁ ଖାଁ ହୋଇପଡିଛି । ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts