ads

Breaking News

ସତ୍ୟବାଦୀ ରେ କାଉ ମଡକ


  ସାକ୍ଷୀଗୋପାଳ--- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳରାମପୁର ପଞ୍ଚାୟତର ଶଇରୀ ଗ୍ରାମରେ  ଏକ ଗଛରେ ବହୁ ଦିନ ହେବ ବିଭିନ୍ନ ପ୍ରକାରର ପକ୍ଷୀମାନେ  ସେଠାରେ ରହି ଆସୁଥିଲେ। ଗତକାଲି ଠାରୁ ପ୍ରାୟ ଶହ ଶହ କାଉ ମରି ପଡିଥିବାର ଦେଖାଯାଇଛି । ଲୋକଙ୍କ ମଧ୍ୟରେ କୋରନା ଭୟ ରହିଥିବା ବେଳେ ଏବେ ଏହି କାଉ ମଡକ ଗ୍ରାମ ରେ ଅଧିକ ଭୟ ସୃଷ୍ଟି ହୋଇଛି।ଲୋକମାନେ ସେସବୁକୁ ଛୁଇଁବାକୁ ଭୟ କରି ପୋଡି ଦେଇଛନ୍ତି।କେବଳ କାଉ ମରୁଥିବାରୁ ବିଭିନ୍ନ ପ୍ରକାର ସନ୍ଦେହ ଜାତ ହେଉଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts