ads

Breaking News

ଫଟୋ ରେ ଖବର


ସାକ୍ଷୀଗୋପାଳ----- କରୋନା ପାଇଁ ଜନତା କଫ୍ୟୁ ଲାଗୁ ହୋଇଛି ଭାରତ ବର୍ଷରେ । ଏହାର ପ୍ରଭାବ ପଡିଛି ସତ୍ୟବାଦୀ ରେ । ଭୁବନେଶ୍ୱର-----ପୂରୀ ୩୧୬ନଂ ଜାତୀୟ ରାଜପଥ, ସାକ୍ଷୀଗୋପାଳ ବଜାର, ମନ୍ଦିର, ସବୁଆଡେ ଖାଁ ଖାଁ । କରୋନାକୁ ନେଇ ଲୋକମାନେ ସଚେତନତା ହୋଇଥିବାର ଜଣାପଡିଛି । ସାକ୍ଷୀଗୋପାଳ ରୁ ପୂଣ୍ଣାନନ୍ଦ ତ୍ରିପାଠୀ

ads

Blog Archive

Popular Posts