ads

Breaking News

ଫଟୋ ରେ ଖବର


ଜଟଣୀ ---- କରୋନା ପାଇଁ ଆଜି ସକାଳ ସାତଟା ଠାରୁ ରାତି ନଅଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଦେଶରେ ଲାଗୁ କରାଯାଇଛି । ଖୋର୍ଦ୍ଧା ରେଳ ଷ୍ଟେସନର ପ୍ଳାର୍ଟଫମ ୨/୩ ଯାତ୍ରୀ ଙ୍କ ଯିବା ରାସ୍ତାରେ ଏ ବାବୁ ନିରାପଦରେ ଶୋଇଛନ୍ତି । ଏମାନଙ୍କୁ ପୋଲିସ ନା କରୋନା ଭୟ କିଛି ନାହିଁ ।
 ଜଟଣୀ ରୁ ଇଫେତଖାର ଅଲ୍ଲୀ

ads

Blog Archive

Popular Posts