ଏ ସମୟରେ କରୋନାକୁ ନେଇ କେହି ଗୁଜବ କଥା ପ୍ରଚାର କରନ୍ତୁ ନାହିଁ
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ନିଉଜ ପରିବାର ପକ୍ଷରୁ ସମସ୍ତ ପାଠକ ପାଠିକା ଓ ସାଥୀ ମାନଙ୍କୁ ନିବେଦନ କରାଯାଉଛି କି ଏ ସମୟରେ କେହି ଅଯାଥା ଗୁଜବ କଥା ପ୍ରଚାର କରନ୍ତୁ ନାହିଁ । ବିଶେଷ କରି ଗ୍ରାମ ମାନଙ୍କରେ ଥିବା ଛୋଟ ଛକ ମାନଙ୍କରେ ଏହି ଗୁଜବ କଥା ପ୍ରଚାର ହେଉଥିବାର ଜଣାପଡିଛି ବା ଆମ ନଜରକୁ ଆସିଛି । ଗୁଜବ କଥା ପ୍ରଚାର କରୁଥିବା ବ୍ୟକ୍ତି ମାନଙ୍କ ସମ୍ପର୍କରେ ସ୍ଥାନୀୟ ଥାନାକୁ ଜଣାନ୍ତୁ । ଲୋକମାନଙ୍କୁ ତା କଥାକୁ ବିଶ୍ୱାସ ନ କରିବା ପାଇଁ ସଚେତନତା କରାନ୍ତୁ । ନିଜେ ସଚେତନତା ରହନ୍ତୁ ଅନ୍ୟ ମାନଙ୍କୁ ସଚେତନତା କରାଇବା ପାଇଁ ସାକ୍ଷୀଗୋପାଳ ନିଉଜ ପରିବାର ପକ୍ଷରୁ ନିବେଦନ ଆପଣ ମାନଙ୍କୁ କରାଯାଉଛି ।
ସାକ୍ଷୀଗୋପାଳ ନିଉଜ ପରିବାର
ସାକ୍ଷୀଗୋପାଳ ନିଉଜ ପରିବାର


