ads

Breaking News

ଫଟୋରୋ ଖବର


ସାକ୍ଷୀଗୋପାଳ--- ଦେଶରେ କରୋନା ଭୁତାଣୁ ଆକ୍ରମଣ ମଣିଷ ଉପରେ  ଜାରି ରଖିଛି । ଏହାକୁ ପରାସ୍ତ କରିବା ପାଇଁ ଏକମାତ୍ର ଉପାୟ ହେଉଛି ସଚେତନତା । ଏହାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ରବିବାର ଦିନ ଜନତା କର୍ଫ୍ୟୁ ଡକରା ଦେଇଥିଲେ ।ଏହାକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ପୁନମାତ୍ରରେ ସମର୍ଥନ କରିଛନ୍ତି । ଅପରାହ୍ନ ୫ଟାରେ କଫ୍ୟୁ ସମୟରେ ସେବା ପ୍ରଦାନକାରୀଙ୍କୁ ସମବେଦନା ଜଣାଇବା ପାଇଁ ଘଣ୍ଟ, ଘଣ୍ଟି, ଘଣ୍ଟା, ଥାଳ. ବାଜା, ଶଙ୍ଖ, ତାଳି ମାରି ସମବେଦନା ଜଣାଇଛନ୍ତି । ଏଥିରେ ଜଣେ ମହିଳା ଘଣ୍ଟ ବଜାଉଥିବା ବେଳେ ଜଣେ ଶିଶୁ ଥାଳି ବଜାଇ ସମର୍ଥନ କରୁଛି ।
 ଫଟୋ ଧୀରେନ୍ଦ୍ର ସେନାପତି , ଇଫେତଖାର ଅଲ୍ଲୀ 

ads

Blog Archive

Popular Posts