କରୋନା ପାଇଁ ଡେଲାଙ୍ଗରେ ସଚେତନତା
ଡେଲାଙ୍ଗ--- ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରୀଆ ଓ ଥାନା ଆଇଆଇସି ରଶ୍ମ ରଞ୍ଜନ ପଟ୍ଟନାୟକ ଡେଲାଙ୍ଗ ଷ୍ଟେସନ ବଜାର ଓ ହାଟ ବଜାରରେ ବ୍ୟବସାୟୀ ଓ ଲୋକମାନଙ୍କୁ କରୋନା ର ସଠିକ ମୁକାବିଲା କରିବା ପାଇଁ ସଚେତନତା କରିଛନ୍ତି । ଏହାକୁ ନେଇ କୌଣସି ବ୍ୟବସାୟୀ ଚଡା ଦରରେ ବା ଆବଶ୍ୟକତା ଥିବା ସମାଗ୍ରୀ ଲୁଚାଇ ରଖନ୍ତୁ ନାହିଁ । ଏ ବିପତ୍ତି ସମୟରେ ସମସ୍ତେ ସମସ୍ତଙ୍କୁ ସାହାର୍ଯ୍ୟ କରିବା ସହ ସଚେତନତା ହେବା ପାଇଁ ନିବଦେନ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
