କୋ ରୋ ନା ବିରୋଧ ରେ ଲଢେଇ ରଖି ବାକୁ ବଲୁକା କଳା ମାଧ୍ୟମରେ ଆହ୍ୱାନ
ପୁରୀ- ସାରା ବିଶ୍ୱରେ କୋରୋନା ଭାଇରସ ଆତଙ୍କ। ଚାଇନାରେ ହଜାର ହଜାର ଲୋକ କୋରୋନା ଭାଇରସରେ ଅକାନ୍ତ ହୋଇଥିବା ବେଳେ ଶହ ଶହ ଲୋକ ମୃତ୍ୟ ବରନ କଲେଣି । ତେବେ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସାରା ବିଶ୍ୱ ବାସୀ ଏକଜୁଟ ହୋଇ ଏହି କୋରୋନା ବିରୋଧ ରେ ଲଢେ଼ଇ ଜାରି ରଖି ବାକୁ ବଲୁକା କଳା ମାଧ୍ୟମରେ ଆହ୍ୱାନ ଦେଇ ଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହି ବିପଦ ସମୟ ରେ ଚାଇନା ସହିତ ଭାରତ ସାହାଯ୍ୟ ପାଇଁ ରହିଥିବା ସେ ବଲୁକା କଳା ରେ ବାର୍ତା ଦେଇଛନ୍ତି। ସେହିପରି ଭୟ ଭିତ ନ ହୋଇ କୋରୋନା ଭାଇରସ କୁ ପ୍ରତିହତ ନେଇ ସମସ୍ତେ ସତର୍କତା ଅବଲମ୍ବନ କରିବା ସହ ଧର୍ଯ୍ୟ ଓ ଆତ୍ମବିଶ୍ବାସ ରଖିଲେ କୋରୋନା ବିରୋଧରେ ବିଶ୍ୱ ବାସୀ ଜିତି ପାରିବେ ବୋଲି ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନିର୍ମାଣ କରିଥିବା ତାଙ୍କ ବାଲୁକା କଳା ରେ ବାର୍ତା ଦେଇ ଛନ୍ତି ।
ପୁରୀ ରୁ ଜୟନ୍ତ କୁମାର ସେଠୀ



