ads

Breaking News

ସାକ୍ଷୀଗୋପାଳ ପୋଷ୍ଟ ଅଫିସରୁ ଚୋରି


ସାକ୍ଷୀଗୋପାଳ++++ ସାକ୍ଷୀଗୋପାଳ ପୋଷ୍ଟ ଅଫିସରୁ ଲକର କାଟି ଟଙ୍କା ଲୁଟ୍ । ସତ୍ୟବାଦୀ ଥାନା ରେ ଅଭିଯୋଗ।  ସତ୍ୟବାଦୀ ପୋଲିସ ତଦନ୍ତ ଆରମ୍ଭ କରିଛି। ସୁଚନା ଯୋଗ୍ୟ ଯେ ସତ୍ୟବାଦୀ ଥାନା କୁ ଲାଗି ପୋଷ୍ଟ ଅଫିସ। ଯଦି ସେଠାରୁ ଚୋରି ହେଉଛି। ତା ହେଲେ ସତ୍ଯବାଦୀ ଥାନା ରୁ ଚୋରି ହେବାକୁ କିଛି ଅସମ୍ଭବ ନୁହେଁ ବୋଲି ଜଣସାଧାରଣଙ୍କ ମନରେ ପ୍ରଶ୍ନ ଉଠିଛି। ସତ୍ୟବାଦୀ ପୋଲିସ ଘରୁ ଯଦି ଚୋରି ହେବ ତା ହେଲେ ଜଣସାଧାରଣଙ୍କୁ ସୁରକ୍ଷା ଦେବ କିଏ ବୋଲି ପ୍ରଶ୍ନ ଉଠିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧୧/୨୦୨୫ ----୧୦,୪୫ Sakhigopal News,20/11/2025

ads

Blog Archive

Popular Posts