ads

Breaking News

ନୂଆପଡ଼ା ଉପନିର୍ବାଚନ ରେ ବିଜେପି ବିଜୟ ପରେ ସତ୍ଯବାଦୀ ରେ ଖୁସିର ଲହରୀ

 
ସାକ୍ଷୀଗୋପାଳ ---- ନୂଆପଡ଼ା ଉପନିର୍ବାଚନ ରେ  ଐତିହାସିକ ରାୟ ନୂଆପଡ଼ା ଉପନିର୍ବାଚନ ରେ ଦେଖିବାକୁ ମିଳିଛି। ନିର୍ବାଚନରେ ବିଜୟୀ ହେବା ପରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଙ୍କ ନେତୃତ୍ବରେ ଶହଶହ କର୍ମୀମାନେ ବସଷ୍ଟାଣ୍ଡ ଠାରୁ ବାଣ, ବାଜା ବଜାଇ ଏକ ଶୋଭାଯାତ୍ରାରେ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ସତ୍ୟବାଦୀ ବିଧାୟକ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୧୧/୨୦୨୫---୮,୩୫ Sakhigopal News,14/11/2025

ads

Blog Archive

Popular Posts