ads

Breaking News

ଅଣ୍ଡା ଫାଟିଗଲା ବୋଲି ପ୍ରଧାନ ଶିକ୍ଷକଙ୍କ ଗାଡ଼ି ଧୋଇଲେ ଛାତ୍ର


କନ୍ଧମାଳ କ ନୂଆଗାଁ ବ୍ଲକ ମଣ୍ଡାର ପଦର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ପ୍ରଧାନ ଶିକ୍ଷକଙ୍କ ଗାଡ଼ି ଧୋଉଛନ୍ତି ଛାତ୍ର ଏନେଇ ଛାତ୍ରଙ୍କୁ ପଚରା ଯିବାରୁ ପ୍ରଧାନ ଶିକ୍ଷକ ଛାତ୍ରଙ୍କୁ ହାତରେ ପେଲିଦେବାସହ ସେ କଣ କହିବେ ବୋଲି କହିବାସହ  ପ୍ରଧାନଶିକ୍ଷକ ପୁଣି ପଚରାଯାଇଥିଲା ସେ  କହିଛନ୍ତି  ଆମର ସାମ୍ବାଦିକ ଖରାପ, ଗର୍ବୀ ସ ଟେମ୍ପର ବୋଲି କହିଛନ୍ତି ଏନେଇ ଗ୍ରାମବାସୀଙ୍କୁ ପଚରା ଯିବାରୁ କହିଛନ୍ତି ଆମେ ଯଦି କିଛି କହିବୁ ତାହାହେଲେ ଆମର ଛାତ୍ର ଛାତ୍ରୀଙ୍କୁ କଣ କରିବେ ବୋଲି କିଛି କହିପାରୁବୁନି  ଗ୍ରାମବାସୀଙ୍କ ଦାବି ପ୍ରଧାନ ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରାଯାଉ

ads

Blog Archive

Popular Posts