ads

Breaking News

ବେଗୁନିଆରେ ନୂତନ ବିଡିଓଙ୍କ ଯୋଗଦାନ

ବେଗୁନିଆ----  ଗତ ତିନିମାସ ଧରି ବେଗୁନିଆ ବ୍ଲକ କାର୍ଯ୍ୟାଳୟରେ ବିଡିଓ ପଦବୀ ଖାଲିପଡିଥିଲା । ନୟାଗଡ ଜିଲ୍ଲା ରଣପୁର ବ୍ଲକରେ କାର୍ଯ୍ୟରତ ବିଡିଓ ରଶ୍ମିରେଖା ଦାସ ବଦଳି ହୋଇ ବେଗୁନିଆ ବ୍ଲକରେ ଯୋଗଦାନ କରିଛନ୍ତି । ବିଡିଓ ଭାବରେ ଯୋଗ ଦେଇ ପ୍ରଥମେ ଜନସାଧାରଣଙ୍କ ସେବା ଓ ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts