ads

Breaking News

ଚାରା ଘୋଟାଲାର ବିଜିଲାନ୍ସ ତଦନ୍ତ


ପୁରୀ - ଅସ୍ତରଙ୍ଗରେ ଚାରା ଘୋଟାଲାର ପୁରୀ ବିଜିଲାନ୍ସ ତଦନ୍ତ କରିଛି । ସୁଚନା ଯୋଗ୍ୟ ଯେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ନୁଆଗଡ ପଞ୍ଚାୟତ ରେ ହୋଇଥିବା ଚାରା  ଘୋଟାଲାର ଅଭିଯୋଗ ବାରମ୍ବାର ହୋଇଆସୁଥିଲା ତେବେ ଘୋଟାଲାର ବିଜିଲାନ୍ସ ତଦନ୍ତ ଆଜି ହୋଇଛି। ପୁରୀ ବିଜିଲାନ୍ସ ହରନାରାୟଣ ପତି ଙ୍କ ଦ୍ଵାରା ନୁଆଗଡ ପଞ୍ଚାୟତ  ର ବିଭିନ୍ନ ଗ୍ରାମ ବୁଲି ଚାରା ରୋପଣ ଜାଗା ଦେଖିଛନ୍ତି । 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts