ads

Breaking News

ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଅଁଳାନବମୀ ଯାତ୍ରା ପାଇଁ ସଫେଇ

 
ସାକ୍ଷୀଗୋପାଳ ---- ସାକ୍ଷୀଗୋପିନାଥ ଦେବଙ୍କ ପବିତ୍ର ଅଁଳା ନବମୀ ଯାତ୍ରା ପାଇଁ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟର ସମ୍ପାଦକ କମଳ କୁମାର ଆଚାର୍ଯ୍ୟଙ୍କ ତତ୍ବାବଧାନରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ସଫେଇ କରାଯାଇଛି। ସଫେଇ କାର୍ଯ୍ୟରେ ଅସ୍ଥାୟୀ କର୍ମଚାରୀଙ୍କ ଦ୍ବାରା କରାଯାଇଥିଲା। କାର୍ଯ୍ୟାଳୟ ର ହିସାବ ନିରୀକ୍ଷକ ଜଗତ ଜ୍ୟୋତି ସାହୁ ଓ କର୍ମଚାରୀ ଗୟାଧର ବେହେରା, ରବିନ୍ଦ୍ର ସାହୁ ଓ ରବି ସ୍ବାଇଁ ସଫେଇ କାର୍ଯ୍ୟ ପରିଚାଳନା କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୧୧/୨୦୨୨---୮,୨୦ Sakhigopal News,1/11/2022

ads

Blog Archive

Popular Posts