ads

Breaking News

ପୁରୀ ର ଆରକ୍ଷୀ ଅଧିକ୍ଷକ ଡ. କେ ବିଶାଳ ସିଂହ ଙ୍କ ଯୋଗ ଦେବାର ଦୁଇ ବର୍ଷ ର ପୂର୍ତ୍ତି ଅବସରରେ

 
ସାକ୍ଷୀଗୋପାଳ ----ପୁରୀ ର ଆରକ୍ଷୀ ଅଧିକ୍ଷକ ଡ. କେ ବିଶାଳ ସିଂହ ଙ୍କ ଯୋଗ ଦେବାର ଦୁଇ ବର୍ଷ ର ପୂର୍ତ୍ତି ଅବସରରେ ପୁରୀ ଜିଲ୍ଲାର ଚନ୍ଦନ ପୁର ଅନ୍ତର୍ଗତ ଅଙ୍କିଆ ଗ୍ରାମର ତୈଳ ଚିତ୍ର ଶିଳ୍ପୀ ଦିବ୍ୟଜ୍ୟୋତି ମାର୍ଥା ନିଜସ୍ଵ ଆଙ୍କିଥିବା ଆରକ୍ଷୀ ଅଧିକ୍ଷକଙ୍କ ଏକ ତୈଳ ଚିତ୍ର ପ୍ରଦାନ କରିଥିଲେ। ଶ୍ରୀ ସିଂହ ତାଙ୍କ କଳାକୃତି କୁ ଭୂୟସୀ ପ୍ରଶଂସା କରିଥିଲେ। ସେହିପରି ଡିଜିଟାଲ ଚିତ୍ର ଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ ଓ ପୁରୀ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆସୋସେସନ୍ ଅଫ ଟୁଇଟର ଆକଟିଭିଷ୍ଟି ର ସଦସ୍ୟ ସଦସ୍ୟା ମାନେ  ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ସମ୍ବୋଧିତ କରିଥିଲେ। ସୂଚନା ଥାଉ କି ୨୦୨୦ ମସିହା ନଭେମ୍ବର ମାସ ୨୨ ତାରିଖରେ ପୁରୀ ଜିଲ୍ଲାର ଆରକ୍ଷି ଅଧିକ୍ଷକ ଭାବେ ଶ୍ରୀ ସିଂ ଯୋଗଦେବା ପରେ ପୁରୀ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ରେ ବ୍ୟାପକ ସୁଧାର ଆସିଛି ବୋଲି ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୧୧/୨୦୨୨---୮,୫୫ Sakhigopal News,22/11/2022

ads

Blog Archive

Popular Posts