ads

Breaking News

ମା’ବନଦୁର୍ଗା ଠାକୁରାଣୀପୀଠରେ ସ୍ୱଚ୍ଛତା କାର୍ଯ୍ୟକ୍ରମ



କଟକ- ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ରାମଚନ୍ଦ୍ରପୁର ଗ୍ରାମର ମା’ବନଦୁର୍ଗା ପୀଠକୁ ଆଜି ବାଙ୍କୀ ପରିବେଶ ସୁରକ୍ଷା ସମିତି ଆନୁକୁଲ୍ୟରେ ସଫେଇ କରାଯାଇଛି । ସମିତିର ଆବାହକ ଦୀପକ କୁମାର ସାମନ୍ତରାଙ୍କ ତତ୍ୱାବଧାନରେ ଅଭୟପାଦ ଅନୁଷ୍ଠାନର ସଂପାଦକ ସୁଦର୍ଶନ ସାହୁ, ଦୁଷ୍ମନ୍ତ ଛାଟୋଇ, ସୁବାସ ଛାଟୋଇ, ସଂଗ୍ରାମ ଜେନା, ବିଷ୍ଣୁପ୍ରସାଦ ଛାଟୋଇ, ଆଲୋକ ବେହେରା, ପ୍ରିତମ ମହାପାତ୍ର, ଶକ୍ତି ଛାଟୋଇ,  ତିଳୋତ୍ତମା ପ୍ରଧାନ, ଗୁରୁବିନ୍ଦ ଛାଟୋଇ ପ୍ରମୁଖ ସହଯୋଗରେ ମା’ବନଦୁର୍ଗା ପୀଠକୁ ସଫେଇ କରିଥିଲେ। ଏତାଦୃଶ କାର୍ଯ୍ୟପାଇଁ ଜନସାଧାର ପ୍ରଶଂସା କରିଛନ୍ତି । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୯/୧୧/୨୦୨୨---୧୦,୨୦  Sakhigopal News,29/11/2022

ads

Blog Archive

Popular Posts