ads

Breaking News

ଚୋରା ବାଲି ଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ : ୫୦ ହଜାର ଟଙ୍କା ଜରିମାନା ଆଦାୟ


ସାକ୍ଷୀଗୋପାଳ ନିଉଜ୍ :- ଭେଡେନ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,ବରଗଡ ଜିଲ୍ଲା ଭେଡେନ ତହସିଲଦାର ଅନୀଲ କୁମାର ହୋତା କୌଣସି ସୂତ୍ରରୁ ଖବର ପାଇ ଗଣ୍ଡତୁରୁମ ନଦୀ ରୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ସେଠାକୁ ଯାଇଥିଲେ । ଯାଞ୍ଚ କରିବା ସମୟରେ ବାଲି ଚୋରା ଚାଲାଣ ହେଉଥିବା ଜଣା ପଡିଲା । ଉକ୍ତ ଟ୍ରକ ଠାରୁ ଟ୫୦୦୦୦ /(ପଚାଶ ହଜାର ଟଙ୍କା) ଜରିମାନା ଆଦାୟ କରିଥିଲେ। ତହସିଲଦାର ଏପରି କାର୍ଯ୍ୟ ଜନସାଧାରଣ ପ୍ରଶଂସା କରିଛନ୍ତି। ଏହା ସହିତ ବାଲି ଚୋରା ଚାଲାଣ କରୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।ତହସିଲଦାର କହିଛନ୍ତି ଆଗାମୀ ଦିନରେ ଏପରି ଚଢଉ କାର୍ଯ୍ୟ ଜାରି ରହିବ।
ଭେଡେନ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,୧/୩/୨୦୨୧----୧୨,୦୫

ads

Blog Archive

Popular Posts